Tuesday, August 26, 2025
spot_imgspot_img
Homeତାଜା ଖବରଆଜି ସ୍ନାନଯାତ୍ରା ପାଇଁ ଦଇତା ପ୍ରବେଶ : ଦିନକ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ଆଜି ସ୍ନାନଯାତ୍ରା ପାଇଁ ଦଇତା ପ୍ରବେଶ : ଦିନକ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ଆଉ ମାତ୍ର ଦିନକ ପରେ ଦେବସ୍ନାନ ପୂଣ୍ଣିମା । ତେଣୁ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହେଲାଣି । ତେବେ ସକାଳୁ ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ମଦନ ମୋହନ ଓ ରୁକ୍ମଣୀଙ୍କ ଗୁଆଲି ପର୍ବ ଶେଷ ହୋଇଛି । ଆଜି ସ୍ନାନଯାତ୍ରା ପାଇଁ ଦଇତା ପ୍ରବେଶ କରିଛନ୍ତି । ଆଜି ବାହୁଟ କଂଟ ଓ ଆସନ୍ତାକାଲି ସେନାପଟା ଲାଗି କରାଯିବ । ସେପଟେ ଆଜି ପହୁଡ଼ ପରେ ରତ୍ନସିଂହାସନ ଚାରମାଳ ବନ୍ଧା ହେବାର ନୀତି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments