Tuesday, August 26, 2025
spot_imgspot_img
Homeତାଜା ଖବରଗଞ୍ଜାମ ରୁ ବ୍ରହ୍ମପୁରକୁ ଗଡିବ ସିଟି ବସ

ଗଞ୍ଜାମ ରୁ ବ୍ରହ୍ମପୁରକୁ ଗଡିବ ସିଟି ବସ

ଗଞ୍ଜାମରେ ଗଡିବ ସିଟି ବସ । ସୁବିଧା ହେବ ଯାତାୟତ । ଏହାକୁ ନେଇ ଦୀଘ ଦିନ ହେବ ଦାବି ହୋଇ ଆସୁଥିବା ବେଳେ ଆସନ୍ତା ମଙ୍ଗଳବାର ଠାରୁ ଞ୍ଚଗଞ୍ଜାମ ସହର ଦେଇ ବ୍ରହ୍ମପୁରକୁ ସିଟି ବସ ଚଳାଚଳ କରିବ । ଯାହାକୁ ନେଇ ସହର ବାସିଙ୍କ ମଧ୍ୟରେ ଖୁସି ଦେଖିବା କୁ ମିଳୁଛି । ଏହି ସିଟି ବସ ଦ୍ୱାରା ସହରର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଅଧୟନ ନିମନ୍ତେ ସହଜରେ ଗଞ୍ଜାମରୁ ବ୍ରହ୍ମପୁର ଯାତାୟତ କରିପାରିବେ । ସହରବାସି ଏନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କାରିଥିଲେ ବିଧାୟକ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବା ପରେ ଏହି ସେବା ଆମ୍ଭ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments