Tuesday, August 26, 2025
spot_imgspot_img
Homeତାଜା ଖବରଘାଟିରୁ ଖସିଲା ବସ୍‌: ୧୦ ମୃତ, ଅନେକ ଆହତ

ଘାଟିରୁ ଖସିଲା ବସ୍‌: ୧୦ ମୃତ, ଅନେକ ଆହତ

ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜାଜାର କୋଟଲି ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ଖସିଯିବାରୁ ଏହି ବଡ଼ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବୈଷ୍ଣ ଦେବୀଙ୍କୁ ଦର୍ଶନ କରିବା ପାଇଁ ଅମୃତସରରୁ କଟ୍ରାକୁ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁଙ୍କ ଏହି ବସ ଦୁର୍ଘଟଣା ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments