Tuesday, August 26, 2025
spot_imgspot_img
Homeତାଜା ଖବରଢେକାନାଳରେ ଟାଟା ପାୱାରକି ମନମାନୀ

ଢେକାନାଳରେ ଟାଟା ପାୱାରକି ମନମାନୀ

ଭୁବନେଶ୍ଵର , ଢେକାନାଳ ଜିଲା େର ଟିକିଏ ପବନ କିମ୍ଵା ବର୍ସା ହେଲେ 2 ସେ 3 ଘନ୍ଟା ପଵର୍ କଟ େହଉଛି । ଗାଆ କଥା ନ କହିବା ଭଲ୍ । ଅାଜି ସନ୍ଧ୍ୟାରେ ପବନ୍ କି ବର୍ସା ହେଲେ ତାପର ଦିନ 10 ଟା ରେ ବିଦ୍ୟୁତ୍ ଆସୁଛି । ଅାଗରୁ engine company ନେଇଥିଲା ଏମିତି ଅସୁବିଧା ହେଉ ନ ଥିଲା କିନ୍ତୁ tata power ନେଲା ପରେ ଏହା କ୍ରମାନ୍ବୟରେ ବଢିଚାଲିଛି । ଟାଟା ପାୱର ଅଧିକାରୀମାନେ କହ୍ନିକି ଏପରି ମନମାନୀ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।ଵାଲେସ୍ଵର ରେ ଜେମିତି tata power ଅଧିକାରୀ inverter company ସହିତ deal ହେଇଥିଲା, ସେଥିପାଇଁ power cut କରୁଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments