Tuesday, August 26, 2025
spot_imgspot_img
Homeତାଜା ଖବରବଦଳିଲେ ୧୦ ଜିଲ୍ଲା କଂଗ୍ରେସ ସଭାପତି,କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଛନ୍ତ ମୀନାକ୍ଷୀ ବାହିନୀପତି

ବଦଳିଲେ ୧୦ ଜିଲ୍ଲା କଂଗ୍ରେସ ସଭାପତି,କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଛନ୍ତ ମୀନାକ୍ଷୀ ବାହିନୀପତି

କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଛନ୍ତ ମୀନାକ୍ଷୀ ବାହିନୀପତି । ତାଙ୍କ ସ୍ଥାନରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ ।କେନ୍ଦୁଝର ଜିଲ୍ଲା ସଭାପତି ହେଲେ ମୋହନ ପରିଡା । ପୁରୀ ଜିଲ୍ଲା ସଭାପତି ଜୟରାମ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ ।ଅନୁଗୁଳ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର । ନୂଆପଡା ଜିଲ୍ଲା ସଭାପତି ସୁରେଶ ଆଜାଦ । ସମ୍ବଲପୁର ଜିଲ୍ଲା ସଭାପତି ଆସିଫ ଅଲ୍ଲୀ ଖାନ । ସୁନ୍ଦରଗଡ ଜିଲ୍ଲା ସଭାପତି ଦନାର୍ଦ୍ଦନ ଦେହୁରୀ । ରାୟଗଡା ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗ । ଦେବଗଡ ଜିଲ୍ଲା ସଭାପତି ସେମ ହେମ୍ବ୍ରମ ।

AICC କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ହେଲେ ଯଜେ୍ଞଶ୍ୱର ବାବୁ । ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ହେଲେ ସଂଜୟ ତ୍ରିପାଠୀ । ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ପଞ୍ଚାନନ କାନୁନଗୋ ।ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତେଷ ସିଂ ସାଲୁଜା । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିରେ ୫ ସଦସ୍ୟ ରହିଛନ୍ତ ସେମାନେ ହେଲେ ଜାନକୀ ବଲ୍ଲବ ପଟ୍ଟନାୟକ,ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ,ଦେବେନ୍ଦ୍ର ସାହୁ,ପ୍ରତିମା ମଲ୍ଲିକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments