Tuesday, August 26, 2025
spot_imgspot_img
Homeତାଜା ଖବରବିହାରରେ  ଦ୍ୱିତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ପୋଲ

ବିହାରରେ  ଦ୍ୱିତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ପୋଲ

ବିହାରରେ ରବିବାର ଦିନ ହଠାତ୍ ଭାଗଲପୁରର ନିର୍ମାଣାଧୀନ ଅଗୁୱାନି-ସୁଲତାନଜ ବ୍ରିଜ୍ର ଏକ ଅଂଶ ଗଙ୍ଗା ନଦୀକୁ ଖସିପଡିଥିଲା । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 1,700 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ପୂର୍ବରୁ ମଧ୍ୟ ଥରେ ଭୁଶୁଡ଼ିଥିଲା । ଏହା ଦ୍ୱିତୀୟ ଦୁର୍ଘଟଣା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଘଟଣାର ଦାୟୀ ଲୋକଙ୍କୁ ଚିହ୍ନଟ କରିବାକୁ କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠିଛି ଯେ ଖାଗରିଆ-ଅଗୁୱାନି-ସୁଲତାନଗଞ୍ଜ ମଧ୍ୟରେ 4 ବର୍ଷ ପୂର୍ବେ ନିର୍ମାଣ କାମ ଆରମ୍ଭ ହୋଇଥିବା ସେତୁ ଦୁଇଦୁଇ ଥର କିପରି ଭୁଶୁଡ଼ି ପଡିଲା ?

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments