Tuesday, August 26, 2025
spot_imgspot_img
Homeତାଜା ଖବରଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ବିନସିଟିର ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢାଉ । ଭୁବନେଶ୍ବର ସୌଭାଗ୍ୟନଗରରେ ଥିବା ଘର, ଚକେଇଶିଆଣିରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌ । କଟକ ନରସିଂହପୁର ଲେହେଙ୍ଗା ଗାଁରେ ଥିବା ପୈତୃକ ଘର ଓ କଟକ ସଦର ବ୍ଲକ୍ ଅଫିସ ଚାମ୍ବରରେ ଚାଲିଛି ଭିଜିଲାନ୍ସ ରେଡ୍ । ୩ଟି ଟିମ୍ ରେଡ୍‌ରେ ସାମିଲ ଅଛନ୍ତି । ୩ ଡିଏସପି , ୪ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments