Tuesday, August 26, 2025
spot_imgspot_img
Homeତାଜା ଖବରଯାଜପୁର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଲା ୨୦ହଜାର ଟଙ୍କା ସହାୟତା ରାଶି

ଯାଜପୁର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଲା ୨୦ହଜାର ଟଙ୍କା ସହାୟତା ରାଶି

ଗୋଟେ ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଗତ କାଲି ଆଉ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ସେହି ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରଙ୍କୁ ବିଜେଡିିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ତହସିଲଦାର ଅଶୋକ ମାଝି ଭେଟିଛନ୍ତି । ତାସହିତ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ସାହାୟତା ରାଶି ପ୍ରଦାନ କରିଛନ୍ତି ।ଗତକାଲି ଯାଜପୁରଟ୍ରେନ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ପରେ ବିଳମ୍ବିତ ରାତିରେ ମରଶରୀରକୁ ଓଶଳା ଗାଁକୁ ନିଆଯାଇଥିଲା । ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଥିଲା । ଏଥିରେ ଆହତ ହୋଇଥିôବା ୨ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments