Tuesday, August 26, 2025
spot_imgspot_img
Homeତାଜା ଖବରଯେକୌଣସି ସମୟରେ ଖୋଲିବ ହୀରାକୁଦ ଗେଟ୍

ଯେକୌଣସି ସମୟରେ ଖୋଲିବ ହୀରାକୁଦ ଗେଟ୍

ଚଳିତ ବର୍ଷା ସିଜିନରେ ଯେକୌଣସି ସମୟରେ ଖୋଲିବ ହୀରାକୁଦ । ଏହି ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ମକଡ୍ରିଲ୍ । ଗେଟ୍ ଖୋଲିବା ସମୟରେ କୌଣସି ଅସୁବିଧା ଦେଖାନଦେବା ସହ ବନ୍ୟା ପରିଚାଳନା ଠିକ୍ ଭାବରେ ହୋଇପାରିବ, ସେନେଇ ମକଡ୍ରିଲ ଆରମ୍ଭ ହୋଇଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୩.୧୦ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୯ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ, ବିଭିନ୍ନ କେନାଲ ଦେଇ ୭୮୩୦ ଘନଫୁଟ ଜଳ ନିଷ୍କାସନ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments