Tuesday, August 26, 2025
spot_imgspot_img
Homeତାଜା ଖବରଲାଇନଚ୍ୟୁତ ହୋଇଛି ଏଲପିଜି ବୋଝେଇ ମାଲବାହୀ ଟ୍ରେନ

ଲାଇନଚ୍ୟୁତ ହୋଇଛି ଏଲପିଜି ବୋଝେଇ ମାଲବାହୀ ଟ୍ରେନ

ଗୋଟେ ରେଳ ଦୁର୍ଘଟଣା କାହାରି ମନରୁ ଲିଭି ନଥିବା ବେଳେ ଏବେ ମଧ୍ୟପ୍ରଦେଶ ଜବଲପୁରରେ ଆଉ ଏକ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ଏହା ଏକ ଏଲପିଜି ବୋଝେଇ ମାଲବାହୀ ଟେନ ଥିଲା । ଏକ ଗ୍ୟାସ ଫାକ୍ଟରୀରେ ଗ୍ୟାସ ବୋଝେଇ ରେକଗୁଡିକୁ ଖାଲି କରିବା ଲାଗି ଯାଉଥିବାବେଳେ ଏହାର ଦୁଇଟି ରେକ୍ ଲାଇନଚ୍ୟୁତ ହୋଇଥିଲା । ଜବଲପୁରର ଶାହାପୁରା ଭିତୋନି ଷ୍ଟେସନ ଅନ୍ତର୍ଗତ ଭାରତ ପେଟ୍ରୋଲିୟମ ଡିପୋରେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ଘଟିବା ପରେ ଉକ୍ତ ସ୍ତାନରେ ରେଳବାଇ ଅଧିକାରୀମାନେ ପହଞ୍ଚି ଉଦ୍ଦାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ କେହି ମୃତହାତ ହୋଇନଥିବା କୁହାଯାଏ 

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments