ନାମି ଦାମି ସି-ଫୁଡ କମ୍ପାନୀ ଉପରେ ରେଡ କରିଛ IT । କେବଳ ସିଫୁଡ ନୁହେଁ ଏହାର ଅନ୍ୟ ଗ୍ରୁପ୍ ଅଫ କମ୍ପାନୀ ଉପରେ ମଧ୍ୟ ଚଢାଉ କରିଛି ଆୟକର ବିଭାଗ । ଭୁବନେଶ୍ୱର ସମେତ ବାଲେଶ୍ୱର ଅଫିସ ଓ ଘରେ ଚଢାଉ କରାଯାଇଛି ।ସୂଚନା ଅନୁଯାଇ ସକାଳ ୬ଟା ୩୦ରୁ ୨୦ଟି ଟିମ ରେଡ କରିଛନ୍ତି ।ଏହି ଚଢାଉ ଟିକସ ଫାଙ୍କିବା ଅଭିଯୋଗରେ ହୋଇଥିବା ବେଳେ କମ୍ପାନୀର ପ୍ରମୋଟର ମାନଙ୍କ ଘରେ ମଧ୍ୟ ଚଢାଉ କରିଛି ଅୟକର ବିଭାଗ ।
