Tuesday, August 26, 2025
spot_imgspot_img
Homeତାଜା ଖବରବାଲେଶ୍ୱର ଟ୍ରେନ ଟ୍ରାଜେଡି ଘଟଣାରେ ୫ ଜଣଙ୍କୁ ଉଠାଇନେଲା ସିବିଆଇ

ବାଲେଶ୍ୱର ଟ୍ରେନ ଟ୍ରାଜେଡି ଘଟଣାରେ ୫ ଜଣଙ୍କୁ ଉଠାଇନେଲା ସିବିଆଇ

ବାଲେଶ୍ୱର ଟ୍ରେନ ଟ୍ରାଜେଡି ଘଟଣାରେ ୫ ଜଣଙ୍କୁ ଉଠାଇନେଲା ସିବିଆଇ । ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ୫ ଜଣ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟେସନ୍ ମାଷ୍ଟର ରହିଥିବା ବେଳେ ଜଣେ ଟେକ୍ନିସିଆନ୍ ଓ ଅନ୍ୟ ଜଣେ କର୍ମଚାରୀ ଥିବା ଜଣାପଡ଼ିଛି।୪ ସିଗନାଲ କର୍ମଚାରୀଙ୍କୁ ପଚରାଉଚରା ପରେ ହେପାଜତକୁ ସେମାନଙ୍କୁ ନେଇଥିବା ସୂଚନା ମିଳିଛି । CBIର ଅନ୍ୟ ଏକ ୪ଜଣିଆ ଟିମ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରିଛି । କ୍ୟାମେରା ସାହାଯ୍ୟରେ କ୍ଷତିଗ୍ରସ୍ତ ଟ୍ରାକର CBI ସ୍କାନିଂ କରିଛି । ଏହି ୫ ଜଣଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ସିବିଆଇ ପଚରାଉଚୁରା କରୁଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments