Tuesday, August 26, 2025
spot_imgspot_img
Homeତାଜା ଖବରଗୋଲ୍ଡିନଙ୍କୁ ଅର୍ଥନୀତିରେ ନୋବେଲ

ଗୋଲ୍ଡିନଙ୍କୁ ଅର୍ଥନୀତିରେ ନୋବେଲ

ଚଳିତବର୍ଷ ହାଭାର୍ଡ ବିଶ୍ଵବିଦ୍ୟାଳୟର କ୍ଲାଉଡିଆ ଗୋଲ୍ଡିନ ଅର୍ଥନୀତିରେ ନୋବେଲ ପାଇବାକୁ ବିବେଚିତ ହୋଇଛନ୍ତି। ଶ୍ରମ ବଜାରରେ ଲିଙ୍ଗଗତ ପାର୍ଥକ୍ୟ ଉପରେ ଗବେଷଣା ପାଇଁ ସୋମବାର ଏହି ଘୋଷଣା କରାଯାଇଛି । ଅର୍ଥନୀତିରେ ଏଯାବତ୍ ୯୩ ଜଣ ବିଜେତାଙ୍କ ମଧ୍ୟରେ ଗୋଲ୍ଡିନ ତୃତୀୟ ମହିଳା ଅଟନ୍ତି। ସେ ୨୦୦ ବର୍ଷ ମଧ୍ୟରେ କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୋଗଦାନ ଉପରେ ବିସ୍ତୃତ ଅଧ୍ୟୟନ କରିଛନ୍ତି। ଅର୍ଥନୈତିକ ଅଭବୃଦ୍ଧି ଘଟିଥିଲେ ମଧ୍ୟ ମହିଳା କର୍ମଚାରୀମାନେ ପୁରୁଷଙ୍କ ଦରମା ସହିତ ସମକକ୍ଷ ହୋଇପାରିନାହାନ୍ତି। ତଥାପି ସେ ଆଶାବାଦୀ ଥିବା କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments