Tuesday, August 26, 2025
spot_imgspot_img
Homeତାଜା ଖବରଈଶ୍ୱରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ:ଲଡୁ ବିବାଦରେ କହିଲେ ସୁପ୍ରିମ୍‌କୋର୍ଟ

ଈଶ୍ୱରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ:ଲଡୁ ବିବାଦରେ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦ ନେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁମାନେ
ସାମ୍ବିଧାନିକ ପଦବୀରେ ଅଛନ୍ତି ସେମାନେ ଈଶ୍ୱରଙ୍କୁ ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା
କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୁପ୍ରିମ୍‌?କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି
ମନ୍ତବ୍ୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ଉତରରେ
ଜଷ୍ଟିସ୍ ବିଆର୍ର ଗଭାଇ କହିଛନ୍ତି, ‘‘ଯେତେବେଳେ ଆପଣ ଏକ ସାମ୍ବିଧାନିକ ପଦରେ ଅଛନ୍ତି,
ଆପଣଙ୍କଠାରୁ ଏହା ଆଶା କରାଯାଏ ଯେ ଈଶ୍ୱରଙ୍କଠାରୁ ରାଜନୀତିକୁ ଦୂରେଇ ରଖନ୍ତୁ।’’
ୱାଇଏସ୍‌ଆର୍ର କଂଗ୍ରେସର ସଭାପତି ତଥା ପୂର୍ବତନ ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦ ନେଇ
ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁମାନେ ସାମ୍ବିଧାନିକ ପଦବୀରେ ଅଛନ୍ତି ସେମାନେ ଈଶ୍ୱରଙ୍କୁ
ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ
ସୁପ୍ରିମ୍‌?କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ
ଲଢୁଥିବା ଓକିଲ ମୁକୁଲ ରୋହତାଗୀଙ୍କୁ ଉତରରେ ଜଷ୍ଟିସ୍ ବିଆର୍ର ଗଭାଇ କହିଛନ୍ତି, ‘‘ଯେତେବେଳେ
ଆପଣ ଏକ ସାମ୍ବିଧାନିକ ପଦରେ ଅଛନ୍ତି, ଆପଣଙ୍କଠାରୁ ଏହା ଆଶା କରାଯାଏ ଯେ
ଈଶ୍ୱରଙ୍କଠାରୁ ରାଜନୀତିକୁ ଦୂରେଇ ରଖନ୍ତୁ।’’ ୱାଇଏସ୍‌ଆର୍ର କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ
ବାକ୍‌ଯୁଦ୍ଧ ବଳବତର ରହିଛି। ପୂର୍ବରୁ ଏହି ପ୍ରସଂଗରେ ଉଭୟ ଭିନ୍ନ ଭିନ୍ନ ମତ ରଖିଥବା ବେଳେ
ଏବେ ‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଯୁକ୍ତିତର୍କ ଚାଲିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ
ଜଗନ୍ ମୋହନ ରେଡ୍ଡୀ ମିଥ୍ୟା କହିଥିବା ଅଭିଯୋଗ ଆଣିଛନ୍ତି। ଜଗନ ମୋହନ ପୂର୍ବରୁ ଅଭିଯୋଗ
ଆଣିଥିଲେ ଯେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାର ତିରୁମାଲା ତିରୁପତି ମନ୍ଦିରକୁ ଯିବାକୁ
ଅନୁମତି ଦେଉନାହାନ୍ତି। ତେବେ ଏହା ଏକ ମିଥା ପ୍ରଚାର ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।ମହଙ୍ଗା ପଡ଼ୁଛି ବିଜେଡି କଳି: ବିଏମସି ମେୟରଙ୍କ ବିରୁଦ୍ଧରେ ଆସିପାରେ ଅନାସ୍ଥା!

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments