Monday, August 25, 2025
spot_imgspot_img
Homeତାଜା ଖବରନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ, ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳକୁ ହେଲା ଅଗ୍ରସର

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ, ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳକୁ ହେଲା ଅଗ୍ରସର

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ।୧୯୯୯ ମସିହାରେ ମେ’ ୨୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିଭଳି ୨୦୦୯ ମସିହାରେ ମେ’ ୨୫ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ।ଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ କେରଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଥିଲା ମୌସୁମୀ । ୨୦୦୯ ମସିହାରେ ମେ’ ୨୩ ତାରିଖରେ କେରଳରେ ମୌସୁମୀ ବାୟୁର ପ୍ରବେଶ କରିଥିଲା । ୨୦୦୧ ମସିହାରେ ମୌସୁମୀ ବାୟୁ କେରଳରେ ସଅଳ ଅଗ୍ରସର ହୋଇଥିଲା । ମୌସୁମୀ ବାୟୁ ମେ’ ୨୩ ତାରିଖରେ କେରଳରେ ପ୍ରବେଶ କରିଥିଲା । 

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments