Monday, August 25, 2025
spot_imgspot_img
Homeତାଜା ଖବରଓଡିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନକାରୀ ସରକାରୀ କର୍ମଚାରୀ ସଙ୍ଘ ର ଦ୍ୱାଦଶତମ ରାଜ୍ୟ ସମ୍ମିଳନୀ

ଓଡିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନକାରୀ ସରକାରୀ କର୍ମଚାରୀ ସଙ୍ଘ ର ଦ୍ୱାଦଶତମ ରାଜ୍ୟ ସମ୍ମିଳନୀ

ଭୂବନେଶ୍ୱର-୩୦/୦୫
ସ୍ଥାନ – ସଙ୍ଘ କାର୍ଯ୍ୟାଳୟ, ୟୁନିଟ-3,ଖାରବେଳ ନଗର, ଭୁବନେଶ୍ୱର
ଏଥିରେ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ନେଇ ଆଲୋଚନା ହୋଇଥିଲା. ଗତ ସରକାର ସମୟରେ ଏହି ଦାବୀ ସବୁ ସଙ୍ଘ ତରଫରୁ ଲିଖିତ ଓ ମୌଖିକ ମାଧ୍ୟମରେ ଜଣାଯାଇଥିଲା ତଥାପି ବିଜେଡି ସରକାର ଏହାକୁ ତିଳେମାତ୍ର ଶୁଣିଲେ ନାହିଁ. ମୁଖ୍ୟ ଦାବିଗୁଡିକ ହେଲା – ସର୍ବନିମ୍ନ ମୂଳଦରମା, ଅବସରକାଳୀନ ବୟସସୀମା ବୃଦ୍ଧି,ଖାଲିଥିବା ପଦବୀ ଗୁଡିକ ଯଥାଶୀଘ୍ର ପୂରଣ କରିବା, ପୋଷାକଭତ୍ତା ଓ ଧୂଲେଇଭତ୍ତା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପ୍ରଭୃତି ଦାବିକୁ ଏବର ବିଜେପି ବା ମୋହନ ମାଝୀଙ୍କ ସରକାର ପାଖରେ ଉପସ୍ଥାପନା ମୁଖ୍ୟ ଲକ୍ଷ୍ୟ ଥିଲା
ଭୁବନେଶ୍ୱର ରୁ ପୁଷ୍ପଲତାଙ୍କ ରିପୋର୍ଟ ପଞ୍ଚସଖା ନ୍ୟୁଜ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments