୨୦୨୨ କମ୍ମୋନ୍ବେଲଥ ଗେମ୍ସ ରେ 22 ଟି ସ୍ଵର୍ଣ ପଦକ ଅର୍ଜନ କରି ଭାରତ ଚତୁର୍ଥ ସ୍ଥାନ ପାଇଛି
ଭାରତ ର ସମ୍ପୂର୍ଣ ପଦକ ତାଲିକା ରେ ୬୧ ପଦକ ଜିତି କମ୍ମୋନ୍ବେଲଥ ରେ ନିଜ ପତିଆରା ଯମେଇଛି
ଯଥା କ୍ରମେ କହିଲେ ୨୨ ସ୍ଵର୍ଣ , ୧୬ ରୋପ୍ୟ ଏବଂ ୨୩ ବ୍ରୋଞ୍ଜ଼ ପଦକ ହାସିଲ କରି ପାରିଥିଲେ ଆମ ଖେଳାଳି ମାନେ
ଭାରତ ର ଅଗ୍ରିମ ବ୍ୟାଡ୍ମିଣ୍ଟନ ପ୍ଲାଏର ପି ଭି ସାନ୍ଧୁ ପ୍ରଥମ ସ୍ଵର୍ଣ ପଦକ ଜିଣି ଥିଲେ କ୍ୟାନାଡା ର ମିଶଇଳେ ଲି ଙ୍କୁ ହରାଇ
ପୁରୁଷ ହକି ଫାଇନାଲ ରେ ଭାରତ କୁ ୭-୦ ରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହେଇ ସ୍ଵର୍ଣ ପଦକ ଜିତିଛନ୍ତି I
ଡ଼ବଲସ ବ୍ୟାଡ୍ମିଣ୍ଟନ ରେ ଭାରତ ର ଚିରାଗ ସେଟ୍ଟୀ ଏବଂ ସାତ୍ଵିକସାଇରାଜ ରଙ୍କିରେଡଡି ଙ୍କ ଯୋଡି ଇଂଲଣ୍ଡ ର ବେନ ଲେନ ଓ ସିନ ମେଁଡି ଙ୍କ ଯୋଡିକୁ ୨୧-୧୫ , ୨୧-୧୩ ସିଧା ସେଟ ରେ ପରାସ୍ତ କରି ସ୍ଵର୍ଣ ପଦକ ର ବିଜୟୀ ହେଇଛନ୍ତି I
ଶଟଲର ଲକ୍ଷ୍ୟ ସେନ ମାଲେସିଆ ର ନଂ ଯେ ୟଙ୍ଗ କୁ ପରାସ୍ତ କରି ସ୍ଵର୍ଣ ପଦକ ହାସଲ କରି ଛନ୍ତି ଏବଂ ଆମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ଅଭିବାଦନ ଜଣେଇ ଛନ୍ତି ତାଙ୍କର ଏହି କୀର୍ତ୍ତିମାନ ପାଇଁ.
ଏଥର କମ୍ମୋନ୍ବେଲ୍ଥ ଗେମ୍ସ ରେ ଅଷ୍ଟ୍ରେଲିଆ ୧୭୮ ଟି ପଦକ ହାସଲ କରି ସର୍ବୋଚ୍ଚ ସ୍ଥାନ ରେ ରହିଛନ୍ତି , ତାଙ୍କୁ ସମାନ ଟକ୍କର ଦେଇ ଥିବା ଆଉ ତିନୋଟି ଦେଶ ମାନେ ହଉଛନ୍ତି ଇଂଲଣ୍ଡ ୧୭୬ ପଦକ , କ୍ୟାନାଡା ୯୨ ପଦକ , ଭାରତ ୬୧ , ନିଉ ଜିଲାଣ୍ଡ ୪୯ , ସ୍କଟଲାଣ୍ଡ ୫୧
ଅଷ୍ଟ୍ରେଲିଆ ନିଜ ଗୋଲଡ କଷ୍ଟ ରେକର୍ଡ ରୁ ଟିକେ କମ ରହି ଗଲେ ଯଉଠି ସିଏ ୮୦ ଟି ସ୍ରବର୍ନ ପାଇଁ ଥିଲେ କିନ୍ତୁ ଗ୍ଲାସଗୋଵ ଠାରୁ ବହୁତ ଭଲ କରି ଚ୍ଛନ୍ତି. ଇଂଲଣ୍ଡ ବହୁତ ସଂଘର୍ଷ କରି ଥିଲେ ମଧ୍ୟ ଅଷ୍ଟ୍ରେଲିଆ ରୁ ପଛରେ ରହି ଗଲେ ମାତ୍ର ୨ଟି ମେଡାଲ କମ