ମେ ୨୯ରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକିୟା। ସାମସ୍ ପୋର୍ଟାଲରେ ଅନଲାଇନ୍ ଆବେଦନ କରିବେ ଛାତ୍ରଛାତ୍ରୀ। ଜୁନ୍ ୨୦ ଯାଏଁ ଆବେଦନ ପ୍ରକିୟା ଚାଲିବ। ଜୁନ୍ ୨୮ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁନ ୨୯ ରୁ ଜୁଲାଇ ୫ ଯାଏଁ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ। ୨୯ ଜୁନ ରୁ ୫ ଜୁଲାଇ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ। ସେହିପରି ୨୯ ଜୁଲାଇରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ।