Tuesday, August 26, 2025
spot_imgspot_img
Homeତାଜା ଖବରବଡଗାଁ ପମ୍ପହାଉସରେ ବାଘ ଆତଙ୍କ

ବଡଗାଁ ପମ୍ପହାଉସରେ ବାଘ ଆତଙ୍କ

ବାଲିଗୁଡା / ବନବାସୀ ପ୍ରଧାନ: ବାଲିଗୁଡା ବଡଗାଁ ନିକଟ ପମ୍ପହାଉସରେ ବାଘ ଆତଙ୍କ । ଦୁଇଟି ବାଘକୁ ଦେଖିଥିଲେ ପମ୍ପହାଉସର କର୍ମଚାରୀ । ବାଘ ଦୈଡେବାରୁ ଘରଭିତରେ ଭୟରେ ରହିଥିଲେ କର୍ମଚାରୀ ଜଣକ । ପରେ ବନବିଭାଗ ଓ ପମ୍ପହିଉସର କର୍ମଚାରିଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ କର୍ମଚାରୀ ଜଣଙ୍କ । ଖବର ପାଇ ବନବିଭାଗ ପହଁଚି ବାଘ ପାଦ ଚିହ୍ନ ପଡିଥିବା ଦେଖିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments