Tuesday, August 26, 2025
spot_imgspot_img
Homeତାଜା ଖବରରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ

କଟକସ୍ଥିତ ଡ୍ରିମ୍ସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ । ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ । ଏ ନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ଉତ୍କଳ ବିଶ୍ବବିଦ୍ଯାଳୟ ଅଧିନରେ ଏହା କାର୍ଯ୍ୟ କରିବ । ପ୍ରତିବର୍ଷ ୧୦୦ଟି ସିଟ୍ ଲାଗି ଆଡମିଶନ କରାଯିବ । ଆସେସମେଣ୍ଟ ରିପୋର୍ଟକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି କମିଶନ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments