ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣ ହିନ୍ଦୁ। କଲୋମ୍ବିଆର ଜଣେ ଅଣ ହିନ୍ଦୁ ପ୍ରବେଶ କରିଥିଲେ। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଅଣହିନ୍ଦୁ ଜଣକ ପ୍ରବେଶ କରିଥିଲେ। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦେଖି ପରେ ତାଙ୍କୁ ବାହାରକୁ ବାହାର କରିଥିଲେ l
