Tuesday, August 26, 2025
spot_imgspot_img
Homeତାଜା ଖବରବରଗଡ଼ରେ ଆଉ ଏକ ଟ୍ରେନ୍ ଲାଇନଚ୍ୟୁତ

ବରଗଡ଼ରେ ଆଉ ଏକ ଟ୍ରେନ୍ ଲାଇନଚ୍ୟୁତ

ଟ୍ରେନ୍ ଦୁର୍ଘଟଣାର କରୁଣ ଚିତ୍ର ଆଖି ଆଗରୁ ଲିଭି ନଥିବା ବେଳେ ଓଡ଼ିଶାରେ ଆଉ ଏକ ଟ୍ରେନ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଅନ୍ୟ ଏକ ଟ୍ରେନ୍ ଲାଇନ ଚ୍ୟୁତ ହୋଇଥିବା ଜଣାପଡ଼ିଛ । ବରଗଡ ଜିଲ୍ଲାରୁ ଏହି ଘଟଣାର ସୂଚନା ମିଳିଛି । ଖବର ଅନୁଯାୟୀ, ବରଗଡରେ ଚୂନ ପଥର ପରିବହନ କରୁଥିବା ଏକ ମାଲବାହୀ ଟ୍ରେନର ଡବା ଲାଇନ ଚ୍ୟୁତ ହୋଇଯାଇଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments