Tuesday, August 26, 2025
spot_imgspot_img
Homeତାଜା ଖବରବାଲେଶ୍ୱରରେ ସିବିଆଇ ଟିମ୍ !

ବାଲେଶ୍ୱରରେ ସିବିଆଇ ଟିମ୍ !

ବାଲେଶ୍ୱରରେ ସିବିଆଇ ଟିମ୍ । ଏହି ଟିମରେ ୧୦ରୁ ୧୨ଜଣ ସାମିଲ ଅଛନ୍ତି । ସେମାନେ ଦୁର୍ଘଟଣା ହୋଇଥିବା ବାହାନଗା ଷ୍ଟେସନକୁ ଯାଇ ସେଠାରେ ତଦନ୍ତ କରିବେ । ଦୁର୍ଘଟଣାରେ ଜଡିତ ପ୍ରତ୍ୟେକଙ୍କ ସହ ଆଲୋଚନା କରିବେ । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା ସେନେଇ କାରଣ ଖୋଜିବ ସିବିଆଇ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments