Tuesday, August 26, 2025
spot_imgspot_img
Homeତାଜା ଖବରବାହାନଗା ଟ୍ରେନ୍ ଦୁର୍ଘଟଣା: ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବାହାନଗା ଟ୍ରେନ୍ ଦୁର୍ଘଟଣା: ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୮୪ ପରିବାରକୁ ମିଳିଲାଣି ସହାୟତା । ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ସିପିଆରଓ । ବାହନଗା ଟ୍ରେନ୍ ଦୁର୍ଘଟଣାରେ କିଏ ପୁଅକୁ ହରାଇଛି ତ ଆଉ କିଏ ବାପା, ମାଆ, ସ୍ତ୍ରୀ, ପିଲାଙ୍କୁ ହରାଇଛି । ସମ୍ପର୍କୀୟମାନେ ଏବେ ଯାଏଁ ବି ତାଙ୍କ ଲୋକଙ୍କୁ ଖୋଜୁଛନ୍ତି । ତେଣୁ ଏହି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛି ରେଳବାଇ, ରାଜ୍ୟ ସରକାର ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments