Tuesday, August 26, 2025
spot_imgspot_img
Homeତାଜା ଖବରସିପି ଆଇ ପକ୍ଷରୁ ସାଲେପୁର ତହସିଲ ସମ୍ମୁଖରେ ବିକ୍ଷୋଭ

ସିପି ଆଇ ପକ୍ଷରୁ ସାଲେପୁର ତହସିଲ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ସିପିଆଇ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କଟକ ଜିଲ୍ଲା ସାଲେପୁର ତହସିଲ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଛି। ସିପିଆଇ କଟକ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ଓ ରାଜ୍ୟ ସ୍ତରର ବହୁ ସିପିଆଇ ନେତା ଯୋଗ ଦେଇ ଥିଲେ। ୨୦୨୪ ଆଗାମି ନିର୍ବାଚନକୁ ଆଖି ଆଗରେ ରଖି ଜନ ସାଧରଣଙ୍କୁ ସଜାଗ କରିବା ପାଇଁ ରାଜ୍ୟସାରା ଏଭଳି କାର୍ୟ୍ୟକ୍ରମ କରାଯାଉଛି ବୋଲି ସିପିଆଇ ପକ୍ଷରୁ କୁହାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments