୧) ସବୁ ଦିନ ଜଲ୍ଦି ଶଯ୍ୟା ତ୍ୟାଗ କରିବା , ବ୍ରାହ୍ମୟ ମୁହୂର୍ତ ହେଲେ ବହୁତ ଭଲ ।
୨) ସକାଳ ଭ୍ରମଣ କରିବା , ୫ ରୁ ୬ କିଲୋମିଟର ଚାଲିବା ।
୩) କସରତ କରିବା ଅଧା ଘଂଟାଏ ଲେଖା ।
୪) ସାତବିକ ଆହାର କରିବା ।
୫) ଝାଳ ହେଲା ବେଳେ ପାଣି ପିଇବା ବର୍ଜନ କରନ୍ତୁ ।
୬) ରାଗ , କ୍ରୋଧ, ଠାରୁ ଦୂରରେ ରୁହନ୍ତୁ ।
୭) ମଦ ,ଗଂଜେଇ ଯଥା ନିଶା ଦ୍ରବ୍ୟ ସେବନ ଠାରୁ ବଞ୍ଚନ୍ତୁ ।
୮) ରାତି ରେ ଜଲ୍ଦି ଶୋଇବାକୁ ଚେଷ୍ଟା କରନ୍ତୁ ।