Monday, August 25, 2025
spot_imgspot_img
Homeତାଜା ଖବରସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଗର୍ଜିଲେ ମମତା:କାହାର ଚାକିରି ଯିବନି, ଜେଲ୍ ଯିବାକୁ ବି ପ୍ରସ୍ତୁତ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଗର୍ଜିଲେ ମମତା:କାହାର ଚାକିରି ଯିବନି, ଜେଲ୍ ଯିବାକୁ ବି ପ୍ରସ୍ତୁତ

କୋଲକାତା: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତି
ବାତିଲ ହୋଇଥିବା ‘ଯୋଗ୍ୟ’ ଶିକ୍ଷକଙ୍କ ଚାକିରିକୁ
ସୁରକ୍ଷିତ ରଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା
ବାନାର୍ଜୀ ଆଜି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌?ର
ଉଦାହରଣ ଦେଇ ସେ କହିଛନ୍ତି ଯେ ସର୍ବୋଚ୍ଚ
ନ୍ୟାୟାଳୟ ସେହି ମାମଲାରେ ସମ୍ପୂର୍ଣ୍ଣ ପରୀକ୍ଷା ବାତିଲ
କରିନାହାନ୍ତି। ତେଣୁ ପଶ୍ଚିମବଙ୍ଗରେ ମଧ୍ୟ କେହି
ଚାକିରି ହରାଇବେ ନାହିଁ, ଆମେ ରଭି ୍ୟୁ ପଟି ସି ନ ଦାଖଲ
କରିବୁ ଏବଂ ଏହି ମାମଲାରେ ଦରକାର ହେଲେ ମୁଁ
ଜେଲ୍‌? ଯିବାକୁ ପ୍ରସ୍ତୁତ ବୋଲି କୋଲକାତାର
ନେତାଜୀ ଇଣ୍ଡୋର ଷ୍ଟାଡିୟମ୍‌?ରେ ବହିଷ୍କୃତ
ଶିକ୍ଷକମାନଙ୍କ ସମାବେଶରେ ମମତା କହିଛନ୍ତ ।
ମମତା କହିଛନ୍ତି, କିଏ ଯୋଗ୍ୟ ଓ କିଏ ନୁହେଁ ତାହା
ସୁପ୍ରିମ୍‌?କୋର୍ଟ ସ୍ପଷ୍ଟ କରନ୍ତୁ। ଆମକୁ ତାଲିକା ଦିଅନ୍ତୁ।
ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିବା ଅଧିକାର କାହାର ନାହିଁ।
ବିଜେପି ଶାସିତ ମଧ୍ୟପ୍ରଦେଶରେ ବ୍ୟାପମ୍ ଦୁର୍ନୀତି
ସାମ୍ନାକୁ ଆସିଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ
ମିଳିନାହିଁ। ନିଟ୍‌?ରେ ଅନେକ ଅଭିଯୋଗ ସାମ୍ନାକୁ
ଆସିଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ପରୀକ୍ଷା ବାତିଲ କରି
ନ ଥିଲେ। ପଶ୍ଚିମବଙ୍ଗକୁ କାହିଁକି ଟାର୍ଗେଟ
କରାଯାଉଛି? ଦୁଇ ମାସ ଧେ?ର୍ଯ୍ୟ ଧରନ୍ତୁ, ମୁଁ ସେହି
ଦୁଇ ମାସର କ୍ଷତିପୂରଣ ମଧ୍ୟ ଦେବି। ଆପଣଙ୍କୁ ଭିକ
ମାଗିବାକୁ ପଡ଼ିବ ନାହିଁ ବୋଲି ମମତା କହିଛନ୍ତି।
୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦ୍ୱାରା
ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା
ଜଣାପଡ଼ିବା ପରେ ସୁପ୍ରିମ୍‌?କୋର୍ଟ ଗତ ସପ୍ତାହରେ
୨୫ ହଜାରରୁ ଅଧିକ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ
ନିଯୁକ୍ତିକୁ ବାତଲି କରିଥିଲେ। ଅଦାଲତ କହିଛନ୍ତି ଯେ
ଏହା ଏକ ମାମଲା ଯେଉଁଥିରେ ସମଗ୍ର ଚୟନ ପ୍ରକ୍ରିୟା
ଦୁର୍ନୀତିରେ ଜଡ଼ିତ ଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍‌
ସଞ୍ଜୀବ ଖାନା୍ନ ଓ ଜଷ୍ଟସି ୍ ସଞ୍ଜୟ କମୁ ।ରଙ୍କୁନେଇ ଗଠତି
ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଚୟନର
ବିଶ୍ୱସନୀୟତା ଓ ବୈଧତାକୁ କ୍ଷୁଣ୍ଣ କରାଯାଇଛି।
ଇମ୍ଫାଲ: ୱକଫ୍ ଆଇନକୁ ସମର୍ଥନ କରିବାରୁ
ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ
ଘରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା
ପରେ ମଣିପୁରର ଥୋବାଲ ଜିଲ୍ଲାର ଜିଲ୍ଲା
ମାଜିଷ୍ଟ୍ରେଟ୍ ମୁସଲମାନବହୁଳ ଲିଲୋଙ୍ଗ
ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଷେଧାଦେଶ
ଜାରି କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପ୍ରାୟ
୭ ହଜାର ଲୋକଙ୍କ ଭିଡ଼ ଲାଠି ଓ ପଥର ଧରି
ଲିଲୋଙ୍ଗ ମାମେଇର ମହମ୍ମଦ ଅସ୍କର ଅଲିଙ୍କ
ଘରକୁ ଘେରି ଯାଇଥିଲେ ଏବଂ ପଶି ନିଆଁ ଲଗାଇ
ଦେଇଥିଲେ। ଥୋବାଲ ଜିଲ୍ଲା ମାଜିଷ୍ଟ୍ରେଟ୍‌
ନିଷେଧାଦେଶ ଜାରି କରି କହିଛନ୍ତି ଯେ ଲିଲୋଙ୍ଗ
ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଆଖପାଖ
ପ୍ରଧାନ ବିଚାରପତିଙ୍କୁ ବିଜେପି ସାଂସଦଙ୍କ ଚିଠି:
ନ୍ୟାୟପାଳିକା ଉପରେ ମମତା ଆକ୍ରମଣ କରୁଛନ୍ତି
କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆ ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମାହାତୋ ପ୍ରଧାନ ବିଚାରପତି ସଞ୍ଜୀବ
ଖାନ୍ନାଙ୍କୁ ଚିଠିଲେଖି ନ୍ୟାୟପାଳିକାର ପବିତତ୍ର । ଓ ମର୍ଯ୍ୟାଦା ଉପରେ ହେଉଥିବା ଆକ୍ରମଣକୁରୋକବାକୁ ନିବେଦନ
କରିଛନ୍ତି। ଚିଠିରେ ବିଜେପି ସାଂସଦ ଲେଖିଛନ୍ତି ଯେ ରାଜ୍ୟରେ ହୋଇଥିବା ବଡ଼ ଧରଣର ଶିକ୍ଷକ ନିଯୁକ୍ତି
ଦୁର୍ନୀତି ମାମଲାରେ ନ୍ୟାୟ ମିଳିଛି କିନ୍ତୁ ନ୍ୟାୟପାଳିକାର ମର୍ଯ୍ୟାଦା ସୁରକ୍ଷିତ ରହିବା ଜରୁରୀ। ପଶ୍ଚିମବଙ୍ଗ ସରକାର
ନ୍ୟାୟପାଳିକା ଉପରେ ଲାଗାତାର ଆକ୍ରମଣ କରୁଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସିଧାସଳଖ ମମତା
ଚ୍ୟାଲେଂଜ କରିବା ସହ ଏହାକୁ ବିରୋଧ କରି ସେ ଜେଲ୍ ଯିବାପାଇଁ ମଧ୍ୟ ପ୍ରସ୍ତୁତ ବୋଲି ଘୋଷଣା
କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଏହି ଚିଠି ସାମ୍ନାକୁ ଆସିଛି। ମାହାତୋ ଲେଖିଛନ୍ତି, ଶିକ୍ଷକ
ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମ୍‌?କୋର୍ଟଙ୍କ ଐତିହାସିକ ରାୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ନ୍ୟାୟପାଳିକାର ନିଷ୍ପତିକୁ ସାର୍ବଜନୀନ ମଞ୍ଚରୁ ସମାଲୋଚନା କରୁଛନ୍ତି। ତେଣୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ
ଉପରେ ହୋଇଥିବା ଏହି ରାଜନୈତିକ ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଆପଣଙ୍କୁ
ଅନୁରୋଧ କରୁଛି ବୋଲି ମାହାତୋ ପତ୍ରରେ ଉଲ୍ଲେଖ କରିଛନ୍ତି।
ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ,
ବିଦ୍ୟାଳୟ ସେବା ଆୟୋଗ ସ୍ପଷ୍ଟ କରିଛନ୍ତି- (୧)
ର?ାଙ୍କ ଜମ୍ପିଂ ହୋଇଥିଲା, ଅର୍ଥାତ୍ ଉଚ୍ଚ ର?ାଙ୍କ ଥିବା
ପ୍ରାର୍ଥୀଙ୍କୁ ଅବହେଳା କରି ନିମ୍ନ ମାନ୍ୟତା ପ୍ରାପ୍ତ ପ୍ରାର୍ଥୀଙ୍କୁ
ନିଯୁକ୍ତି ଦଅି ।ଯାଇଥିଲା, (୨) ପ୍ୟାନେଲ ନଯି କ୍ତୁ ରି ୁ ବାଦ୍‌
ପଡ଼ିଥିବା ପ୍ରାର୍ଥୀଙ୍କୁ ସୁପାରିସ କରାଯାଇ ନିଯୁକ୍ତି
ଦିଆଯାଇଛି, (୩) ଡବ୍ଲ୍ୟୁବିଏସ୍‌?ଏସ୍‌?ସି ଦ୍ୱାରା
ସୁପାରିସ କରାଯାଇ ନ ଥିବା ପ୍ରାର୍ଥୀଙ୍କୁ ବୋର୍ଡ ଦ୍ୱାରା
ନିଯୁକ୍ତ କରାଯାଇଥିଲା ଏବଂ (୪) ଓଏମ୍‌?ଆ?ର୍
ସ୍କୋ?ର୍ରେ ହେରଫେର କରାଯାଇଥିଲା। ବିଦ୍ୟାଳୟ
ସେବା ଆୟୋଗ ଓଏମ୍‌?ଆର ସିଟ୍ ନଷ୍ଟ କରିଛନ୍ତି
ଏବଂ ଏହି ପଦକ୍ଷେପର କୌଣସି ଯଥାଥର୍ତ । ନାହିଁବୋଲି
କୋର୍ଟ କହିଛନ୍ତି। ବାସ୍ତବ ପୃଷ୍ଠଭୂମି ଓ ଅନିୟମିତତା
ସୂଚାଉଥିବା ବିଶ୍ୱସନୀୟ ପ୍ରମାଣ ସତ୍ୱେ
ଡବ୍ଲୁବିଏସ୍‌?ଏସ୍‌?ସି ପ୍ରଥମେ ତ୍ରୁଟି ଓ ବେଆଇନ
କାମକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ବେଆଇନ
କାର୍ଯ୍ୟ ଯୋଗଁ ୁ ସମଗ୍ର ଚୟନ ପ୍ରକ୍ରିୟା କଳୁଷିତ ହୋଇଛି
ବୋଲି ଆମେ ନିଶ୍ଚିତ। ଅଦାଲତ କହିଛନ୍ତି ଯେ
ନିର୍ଦ୍ଦୋଷ ପ୍ରାର୍ଥୀଙ୍କୁ ବର୍ଷ ବର୍ଷ ଧରି ପାଇଥିବା ଦରମା
ଫେରସ୍ତ କରିବାକୁ ପଡ଼ିବ ନାହିଁ, କିନ୍ତୁ ସେମାନଙ୍କ
ଚାକିରି ଉଚ୍ଛେଦ କରାଯିବ। ତନି ି ମାସ ମଧ୍ୟରେ ନିଯକ୍ତୁ ି
ପ୍ରକ୍ରିୟା ପୁନରାବୃତି କରିବାକୁ କୋର୍ଟ ରାଜ୍ୟ
ସରକାରଙ୍କୁ କହିଛନ୍ତି। ଏହାର ଜବାବରେ ମମତା
ବାନାର୍ଜୀ ବିରୋଧୀ ଦଳ ବିଜେପି ଓ ସିପିଏମ୍ ରାଜ୍ୟ
ଶିକ୍ଷା ବ୍ୟବସ୍ଥାର ପତନ ଉଦ୍ଦେଶ୍ୟରେ ଷଡ୍‌?ଯନ୍ତ୍ର
କରୁଥିବା ଅଭିଯୋଗ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ
କରି ସେ କହିଛନ୍ତି, ମୋତେ ଟାର୍ଗେଟ କରିବା ପାଇଁ
ଶିକ୍ଷକଙ୍କଠାରୁ ଚାକିରି ଛଡ଼ାଇ ନିଅନ୍ତୁ ନାହିଁ।
ମନେରଖନ୍ତୁ, ଆହତ ବାଘୁଣୀ ଅଧିକ ବିପଜ୍ଜନକ।
ଅଦାଲତକୁ ସମାଲୋଚନା ପାଇଁ ଆବଶ୍ୟକ ହେଲେ
ମଁ ୁଜେଲ?୍ ଯବି । ପାଇଁ ପସ୍ତ୍ର ତୁ ବୋଲି ମମତା କହଛି ନ୍ତ।ି
ଶିକ୍ଷକମାନଙ୍କୁ ଆଶ୍ୱସ୍ତ କରି ମମତା କହିଛନ୍ତି,
ଆପଣମାନଙ୍କୁ ଟର୍ମିନେସନ୍ ଚିଠି ମିଳିନାହିଁ, ତେଣୁ
ଆପଣ କାମ ଜାରି ରଖନ୍ତୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments